ରାଜ୍ୟ ଖବର ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ ଭୁବନେଶ୍ଵର: ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ନିର୍ଦ୍ଦେଶକର ଦାୟିତ୍ଵ ମିଳିଥିବାବେଳେ ଏହା ସହିତ ସେ ବିଜ୍ଞାନ ଓ ବୈଷୟିକ ଜ୍ଞାନବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ…