ଆଜିର ଖବର ଶିମିଳିପାଳ ପଞ୍ଚାୟତରେ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପ୍ରଦର୍ଶନୀ ରେଢାଖୋଲ (କନ୍ଦର୍ପ ବେହେରା): ଶ୍ରୀ ଅନ୍ନ ଅଭିଯାନ ଅନୁସାରେ ଶିମିଳିପାଳ ଗ୍ରାମ ପଞ୍ଚାୟତ ପରିସରରେ ମାଣ୍ଡିଆ ଦିବସ ପାଳିତ ହେବାସହିତ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ…