ଆଜିର ଖବର କୋଚିରେ ଥିବା ଆଦିଶଙ୍କରାଚାର୍ଯ୍ୟ ଜନ୍ମପୀଠକୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଚିର କାଲାଡି ଗ୍ରାମରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ପବିତ୍ର ଜନ୍ମସ୍ଥାନ ଶ୍ରୀ ଆଦିଶଙ୍କର ଜନମ ଭୂମି କ୍ଷେତ୍ରମ ଦର୍ଶନ…