ଆଞ୍ଚଳିକ ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି ସୀତାରାମ ଅଗ୍ରୱାଲ ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା।…