ଆଜିର ଖବର ଗଣେଷ ଚତୁର୍ଥୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭ କାମନା ଭୁବନେଶ୍ବର: ଆଜି ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ସାରା ଓଡିଶା ଉତ୍ସବ ମୁଖର ହୋଇ ଉଠିଛି। କାରଣ ଦୁଇବର୍ଷ ଧରି କରୋନା ପାଇଁ ପୂଜା ଠିକରେ ହୋଇପାରି…