ବିଶେଷ ଖବର ଆସିଲା ନୂଆ ପାଞ୍ଜି: ଏଥର ପଞ୍ଚୁକ ୪ ଦିନ, ଗୋଟିଏ ଦିନରେ ନବଯୌବନ ଓ ଶ୍ରୀଗୁଣ୍ଡିଚା, କେମିତି ହେବ ନୀତିକାନ୍ତି ! ଭୁବନେଶ୍ବର: ପ୍ରକାଶ ପାଇଛି ଶ୍ରୀମନ୍ଦିରର ନୂଆ ପାଞ୍ଜି। ପଣା ସଂକ୍ରାନ୍ତୀରୁ ଓଡିଆ ନବ ବର୍ଷ ଆରମ୍ଭ ହେଉଥିବାରୁ ଏହି ଦିନ ଶ୍ରୀମନ୍ଦିର ପକ୍ଷରୁ ଏହି ନୂଆ ପାଞ୍ଜି…