ଆଜିର ଖବର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସୁପ୍ରିମକୋର୍ଟ ଯିବେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ କମିବାରେ ନାଁ ଧରୁନାହିଁ। ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପ୍ରଶ୍ନ ଉଠାଇଛି। ଏହି ପ୍ରକଳ୍ପ କାର୍ଯ୍ୟର…