ଶ୍ରୀମନ୍ଦିରରେ ହୋଲି

ପୁରୀ, ଆଜି ହୋଲି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା କରାଯାଇଛି। ଏହି ଉପଲକ୍ଷେ ଏକ ବିମାନରେ ଶ୍ରୀ ଦୋଳଗୋବନ୍ଦଙ୍କ ସହିତ ଶ୍ରୀଦେବୀ, ଭୂଦେବୀ ନରେନ୍ଦ୍ର ପୁଷ୍କରଣୀ ଯାଇଥିଲେ।…