ଅନ୍ତରାଷ୍ଟ୍ରୀୟ କ୍ୟାଚ ନେବା ବେଳେ ଶ୍ରୀଲଙ୍କା ଅଲରାଉଣ୍ଡଙ୍କ ଭାଙ୍ଗିଲା ଚାରିଟି ଦାନ୍ତ: ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ନୂଆଦିଲ୍ଲୀ: ବୁଧବାର ଦିନ ଖେଳାଯାଇଥିବା ଲଙ୍କା ପ୍ରିମିୟର ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ଅଲରାଉଣ୍ଡର ଚମିକା କରୁଣାରତ୍ନେ ଗୁରୁତର ଆହତ ହୋଇଛନ୍ତି। କ୍ୟାଚ ଧରିବା ବେଳେ କରୁଣାରତ୍ନେଙ୍କ ମୁହଁରେ…