ଆଜିର ଖବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଥଲେଟମାନଙ୍କ ଦ୍ୱାରା ୧୭ଟି ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ହାସଲ ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥ୍ଲେଟିକ୍ସ ହାଇ ପରଫର୍ମାନ୍ସ ସେଂଟର (ଏଚ୍ପିସି)ର ଆଥ୍ଲେଟମାନେ ଗତ ସପ୍ତାହରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପରଫର୍ମାନ୍ସ ଗ୍ରେଡେଡ ରେସ୍ ସିରିଜ୍ର ଫାଇନାଲରେ…