ଷ୍ଟକ ଏକ୍ସଚେଞ୍ଜର

ମୁମ୍ବାଇ/ଭୁବନେଶ୍ବର: ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଷ୍ଟକ ଏକ୍ସଚେଞ୍ଜର କାରାବାର ନବୀନଙ୍କ ବେଲ ମାଡରୁ ଆରମ୍ଭ ହୋଇଥିଲା।…