ଆଜିର ଖବର ଦେଶର ସାଢେ ୯ କୋଟି ଚାଷୀଙ୍କୁ ମିଳିଲା ପିଏମ କିଷାନ ସହାୟତା ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଅବସରରେ ଆଜି ଦେଶର ସାଢେ ୯ କୋଟି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ମିଳିଛି। ମୋଟ ୧୯ ହଜାର କୋଟି ଟଙ୍କା…