ବିଶେଷ ଖବର ନିର୍ବାଚନରେ ଏନଡିଏର ଷ୍ଟ୍ରାଇକ୍ ରେଟ୍ ଭଲ, କିନ୍ତୁ ଇଣ୍ଡିଆର ଅଧିକ ଭୋଟ୍ ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବାତାବରଣ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ୨୫ ବର୍ଷ ପୂରଣ…