ଆଜିର ଖବର ସଂକ୍ରମିତ ବ୍ୟକ୍ତିଙ୍କ ମାନସିକ ସ୍ଥିତି ବଦଳାଇବା ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଡାକ୍ତର ସାରଦା ସ୍ଵାଇଁ ଭୁବନେଶ୍ବର: ଆଜି କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ଵାଇଁ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିଲେ ସେଥିପାଇଁ ତାଙ୍କ ପରିବାର ଲୋକଙ୍କ…