ଆଜିର ଖବର ଖୋର୍ଦ୍ଧାରେ ସଡକ ସୁରକ୍ଷା ସଚେତନତା ସଧାରଣ ସଭା ଅନୁଷ୍ଠିତ ଖୋର୍ଦ୍ଧା: ସଡକ ଆମର ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସଡ଼କ ଉପରେ ଆମେ ସମସ୍ତେ ନିର୍ଭରଶୀଳ, ମାତ୍ର ସେହି ସଡକ ଉପରେ ଘଟୁଥିବା ଦୁର୍ଘଟଣା…