ସବ ଇନସ୍ପେକ୍ଟର

କଟକ, ଓଡିଶା ପୋଲିସର ବାହାରିଥିବା ୪୪୭ଟି ସବ ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ଦିନ।…