ଆଜିର ଖବର ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ‘ସମନ୍ୱିତ ଜଳବିଭାଜିକା ପରିଚାଳନା’ କାର୍ଯ୍ୟକ୍ରମ ଭୁବନେଶ୍ଵର: ଚାଷ ପାଇଁ ଉର୍ବର ମାଟି ଓ ପାଣିର ଆବଶ୍ୟକତା ରହିଛି। ଏଥିପାଇଁ ମୃତ୍ତିକା ଓ ବର୍ଷାଜଳ ସଂରକ୍ଷଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ତେଣୁ,…