ସମାପନୀ ଅଧିବେଶନ

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଜାତୀୟ ସବୁଜ ପ୍ରାଧିକରଣର ଦୁଇଦିନିଆ ସମ୍ମିଳନୀ ୨୦୨୫ର ସମାପନ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।…