ବିଶେଷ ଖବର ରାଷ୍ଟ୍ରପତି ନିର୍ବାଚନ: ନବୀନ ପଟ୍ଟନାୟକଙ୍କ ସମର୍ଥନ ପରେ ମଜବୁତ ସ୍ଥିତିରେ ଦ୍ରୌପଦୀ ମୁର୍ମୁ, ପଢନ୍ତୁ ଭୋଟର ସମ୍ପୂର୍ଣ୍ଣ ଗଣିତ ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶାରେ ଶାସକ ବିଜୁ ଜନତା ଦଳର ସମର୍ଥନ ପାଇବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନର ରାସ୍ତା ଆହୁରି ସହଜ ହୋଇଛି। ଏଥି…