ଜାତୀୟ ଖବର ବିଜେପିରେ ଯୋଗ ଦେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ, ବିଜେଡି ନେତା ରଘୁରାମଙ୍କ ସହ ବହୁ କର୍ମୀ ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତାମାନେ…