ଆଜିର ଖବର ସମ୍ୱଲପୁର ରେଳ ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାବିତ ହେବ ଟ୍ରେନ୍ ସେବା ଭୁବନେଶ୍ବର: ଦେଓବାହାଲ-ବରଗଡ ରୋଡ-ବରପାଲୀ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହେବ। ଉଭୟ ପାର୍ଶ୍ୱରୁ 16.09.2022 ରେ ଟ୍ରେନର ବାତିଲ୍: 08317/08318…