ଜାତୀୟ ଖବର ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ଭୁବନେଶ୍ବର: ଆଜି ପବିତ୍ର ରଥଯାତ୍ରାରେ ଓଡିଆ ସାମ୍ବାଦିକ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି। କାରଣ ଆଜି ଏକ ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ…