ଆଜିର ଖବର ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ.. ବିଜେପି ନେତାଙ୍କ ଅଫିସରଙ୍କୁ ଧମକ: ବିଜେଡିର ଅଭିଯୋଗ ଭୁବନେଶ୍ବର: ନିର୍ବାଚନରେ ସହଯୋଗ କର, ନଚେତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ। ଏହିପରି ଭାବେ ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ପୋଲିସ ଅଧିକାରୀଙ୍କୁ ଧମକ ଦେଉଛନ୍ତି…