ଆଜିର ଖବର ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ, ସରକାର ନେଉଛନ୍ତି କଡା ପଦକ୍ଷେପ ଭୁବନେଶ୍ବର: ଏଣିକି ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।…