ଆଜିର ଖବର ଅଗଷ୍ଟ ୨୦ ରୁ ଜୀ ସାର୍ଥକରେ ଆରମ୍ଭ ହେବ ‘ସା ରେ ଗା ମା ପା’ର ପ୍ରସାରଣ ଭୁବନେଶ୍ବର: ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା…