ଜାତୀୟ ଖବର ସାଂସଦ-ବିଧାୟକଙ୍କ ଅପରାଧିକ ମାମଲାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ: ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ହାଇକୋର୍ଟକୁ ବିଚାରକୁ ନେଇ ମାମଲା ରୁଜୁ କରି ସ୍ୱତନ୍ତ୍ର ସାଂସଦ-ବିଧାୟକ…