ଆଜିର ଖବର ମୁଦ୍ରାସ୍ଫୀତିକୁ ଆଧାର କରି ବଢ଼ିଛି ସାଂସଦଙ୍କ ବେତନ: ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ନୂଆଦିଲ୍ଲୀ: ନିକଟରେ ସାଂସଦ ଏବଂ ପୂର୍ବତନ ସାଂସଦଙ୍କ ବେତନ, ଭତ୍ତା ଓ ପେନସନରେ ୨୪% ପ୍ରତିଶତ ବୃଦ୍ଧି ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…