ଆଞ୍ଚଳିକ ଜଙ୍ଗଲ ଛାଡି ଗାଁରେ ବୁଲୁଛନ୍ତି ହରିଣ: ତିର୍ତ୍ତୋଲ ସାଆଁସ ଗୋବିନ୍ଦପୁରରୁ ଏକ ହରିଣ ଉଦ୍ଧାର ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ସାଆଁସ ଗ୍ରାମରୁ ଶନିବାର ଅପରାହ୍ନରେ ଏକ ହରିଣ ଉଦ୍ଧାର ହୋଇଛୁ। ସୂଚନାନୁଯାୟୀ ଶନିବାର ଦିନ…