ଆଜିର ଖବର ସାଇକେଲ ଚାଳନାକୁ ଲୋକପ୍ରିୟ କରିବା ପାଇଁ ଆସନ୍ତାକାଲି ଭୁବନେଶ୍ବରରେ ହେବ ‘ସାଇକେଲଗିରି’ ଭୁବନେଶ୍ବର, ସାଇକେଲ ଚାଳନାର କଣ ରହିଛି ଉପକାରିତା ସେ ନେଇ ଆସନ୍ତାକାଲି ଭୁବନେଶ୍ବରରେ ହେବ ସାଇକେଲଗିରି। ଭୁବନେଶ୍ବର ସ୍ମାଟସିଟି ତରଫରୁ ଏହିପରି ଏକ ଅଭିନବ ପଦକ୍ଷେପ ଆରମ୍ଭ…