ଆଜିର ଖବର କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କିଟ୍-କିସ୍ କ୍ୟାମ୍ପସରେ ମୀନତି ମହାପାତ୍ର ସାଇକ୍ଲିଂ ଭେଲୋଡ୍ରୋମ (ସାଇକେଲ ଚାଳନା ଟ୍ରାକ୍)ର ଉଦଘାଟନ କରିଛନ୍ତି କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ।…