ଆଜିର ଖବର ଆଜି କେନ୍ଦ୍ର ମନ୍ତ୍ରୀଙ୍କ ଦିନିକିଆ ଚିଲିକା ଗସ୍ତ: ମତ୍ସ୍ୟଜୀବିଙ୍କ ସମ୍ମିଳନୀରେ ହେଲେ ସାମିଲ ଚିଲିକା (ସୀତାରା ଅଗ୍ରୱାଲ): କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଆଜି ଦିନିକିଆ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିଛନ୍ତି। ଶ୍ରୀ ରୁପାଲା…