ଜାତୀୟ ଖବର ଓଡ଼ିଶାର ସାତକୋଶିଆ ସମେତ ଦେଶରେ ଆଉ ୧୦ଟି ଆର୍ଦ୍ରଭୂମିକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା ନୂଆଦିଲ୍ଲୀ: ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି।…