ଆଞ୍ଚଳିକ ଆସିକା ଏନ୍ ଏ ସି ରେ ସାଧାରଣ ତନ୍ତ୍ର ଦିବସ ପାଳିତ ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଅଧ୍ୟକ୍ଷା ବିନେତା ସ୍ବାଇଁ ପତାକା ଉତ୍ତୋଳନ କରିବା…