ଆଜିର ଖବର ନାକଟିଦେଉଳ ସାପ୍ତାହିକୀ ବଜାରରେ ଗଛ ପଡ଼ି ଜଣେ ମୃତ, ଜଣେ ଗୁରୁତର କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ସାପ୍ତାହିକ ବଜାରରେ ଆଜି ଅପରାହ୍ନ ୧.୩୦ ରେ ଏକ ଗଛ ପଡ଼ି ସରାପାଲି ଗ୍ରାମର ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ…