ଆଜିର ଖବର କୁଏତକୁ ପରାସ୍ତ କରି ୯ମ ଥର ଚାମ୍ପିୟନ ହେଲା ଭାରତ, ରୋମାଞ୍ଚକର ଥିଲା ଫାଇନାଲ ମ୍ୟାଚ ନୂଆଦିଲ୍ଲୀ: ସାଫ ଚାମ୍ପିଅନସିପ୍ ଫାଇନାଲରେ ଭାରତ କୁଏତକୁ ପରାସ୍ତ କରିଛି। ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ଦଳ ୨-୧ ଗୋଲରେ ବିଜୟୀ ହୋଇଛି। ଏହିପରି, ଭାରତ ୯ମ…