ସାବୁନ କାରଖାନା

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସବୁଠାରୁ ଭଲ ଆୟ କରିବାର ମାଧ୍ୟମ ହେଲା ବ୍ୟବସାୟ। କାରଣ ବ୍ୟବସାୟରେ ଯେପରି ଲାଭ ରହିଛି ତାହା ଆପଣ ଚାକିରୀରେ ପାଇବେ ନାହିଁ।…