ସାମାଜସେବୀ

ପୁରୀ: ଭାରତୀୟ ଆଜାଦ ମଞ୍ଚ ପୁରୀ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଏବଂ ଓଡିଶାର ସାମାଜସେବୀ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି।…