ବିଶେଷ ଖବର ‘ସାମୁହିକ ବିବାହ ସମାରୋହ’: ବିବାହ ବନ୍ଧନରେ ବାନ୍ଧି ହେଲେ ହଜାରରୁ ଉର୍ଦ୍ଧ୍ଵ ଦମ୍ପତ୍ତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭକାମନା ଗୋରଖପୁର: ଗୋରଖପୁରର ବିବାହ ପଞ୍ଚମି ଅବସରରେ ‘ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା’ ଅଧୀନରେ ଆୟୋଜିତ ହୋଇଥିବା ‘ସାମୁହିକ ବିବାହ ସମାରୋହ’ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଂଶଗ୍ରହଣ କରିଥିଲେ।…