ଆଜିର ଖବର ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ ଶ୍ରୀନଗର: ଗତକାଲି ସନ୍ଧ୍ୟାରେ ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ଏବଂ ସାମ୍ବା ଜିଲ୍ଲାରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସମ୍ବେଦନଶୀଳ ଅଞ୍ଚଳରେ ପାକିସ୍ତାନୀ…