ଆଜିର ଖବର କେନ୍ଦ୍ରର ଏହି ପଦକ୍ଷେପ ଯୋଗୁଁ ଚାଷୀମାନଙ୍କୁ ମିଳିପାରିବ ସବସିଡିଯୁକ୍ତ, ଶସ୍ତା ଏବଂ ସୁଲଭ ଦରରେ ସାର ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସାର ବିଭାଗ ପକ୍ଷରୁ ବିଭିନ୍ନ…