ଆଜିର ଖବର ସାରା ରାଜ୍ୟରେ ଚମକିଲେ ବାଣପୁର ଛାତ୍ରୀ ସାଇସ୍ୱପ୍ନା: ଓଜେଇଇ ଏମ.ଟେକରେ ହେଲେ ଓଡ଼ିଶା ଟପ୍ପର ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାରେ ଚମକିଲେ ବାଣପୁରର ଛାତ୍ରୀ। ସାରା ରାଜ୍ୟରେ ହେଲେ ଟପ୍ପର। ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ…