ଆଜିର ଖବର ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସାରେଗାମାପା– ସ୍ୱରର ମହାମଞ୍ଚ’: ଆଜିଠୁ ଆରମ୍ଭ ହେଲା ଅଡିସନ ଭୁବନେଶ୍ବର: ଜୀ ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା– ସ୍ୱରର ମହାମଞ୍ଚ’।…