ଜାତୀୟ ଖବର ଆରମ୍ଭ ହେଲା ସି-ପ୍ଲେନ ଚଳାଚଳ, ଉଭୟ ଜଳ ଏବଂ ସ୍ଥଳ ପଥରେ ଉଡାଣ କରିବ ଏହି ସ୍ବତନ୍ତ୍ର ବିମାନ, ଜାଣନ୍ତୁ କିପରି ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ…