ବିଶେଷ ଖବର ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା ଭୁବନେଶ୍ବର: ଆଜି ପ୍ରଭୃ ଗଣେଶଙ୍କ ପୂଜା। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାର ଚାଷୀଙ୍କୁ ଦେବେ ଉପହାର। ଆଜି ଚାଷୀଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ପଠାଇବେ…