ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ପୃଷ୍ଠପୋଷକଙ୍କ ମୁଖା ଖୋଲିବାର ପ୍ରୟାସ: ସିଓଲରେ ପହଞ୍ଚିଲା ସର୍ବଦଳୀୟ ପ୍ରତିନିଧି ଦଳ ନୂଆଦିଲ୍ଲୀ: ପାକ୍ ପ୍ରାୟୋଜିତ ଆତଙ୍କବାଦକୁ ସାରା ବିଶ୍ୱରେ ଉଜାଗର କରିବା ଏବଂ ଭାରତର ଅପରେସନ ସିନ୍ଦୂର ବିଷୟରେ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଅବଗତ କରିବା ଉଦ୍ଦେଶ୍ୟରେ ଜେଡିୟୁ ସାଂସଦ…