ଆଜିର ଖବର ସିଟି ବସ୍ ଚଳାଚଳ ପାଇଁ ରେଢ଼ାଖୋଲ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସିଟି ବସ୍ ଚଳାଇବା ସଂପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବୀ…