ଆଜିର ଖବର ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି। କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଯୁବନେତା…