ବିଶେଷ ଖବର ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ!, ବାଚସ୍ପତି ସିପି ଯୋଶୀଙ୍କୁ ଇସ୍ତଫା ପତ୍ର ଦେଲେ ଗେହଲଟ୍ ସମର୍ଥକ ବିଧାୟକ ନୂଆଦିଲ୍ଲୀ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଥିଲା। ଏହି ସଭା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବାସଭବନରେ ଅନୁଷ୍ଠିତ…