ଆଜିର ଖବର ବୈଜ୍ଞାନିକ ହେଲେ ସିରିଏଲ କିଲର: ସ୍ଵାମୀଙ୍କ ସମେତ ୫ ଜଣଙ୍କୁ କଲେ ହତ୍ୟା, ରାସାୟନିକ ପଦାର୍ଥରେ କରିଥିଲେ ହତ୍ୟା ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୨୨ ବର୍ଷ ବୟସ୍କା ମହିଳା କୃଷି ବୈଜ୍ଞାନିକ ନିଜ ବୈବାହିକ ଜୀବନରେ…