ଅନ୍ତରାଷ୍ଟ୍ରୀୟ ବ୍ରିକ୍ସରେ ଯୋଡ଼ି ହେଲେ ଆଉ ୬ ଟି ଦେଶ: ଜାଣନ୍ତୁ କେଉଁମାନେ ହେଲେ ସାମିଲ ନୂଆଦିଲ୍ଲୀ: ୬ ଟି ଦେଶ – ଆର୍ଜେଣ୍ଟିନା, ଇଜିପ୍ଟ,, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ବ୍ରିକ୍ସ ଦେଶ ଗୋଷ୍ଠୀରେ ଯୋଗ ଦେଇଛନ୍ତି,…